Baliapata Shooting Drama Twist: ବାଲିପାଟଣା ଗୁଳିମାଡ଼ ଘଟଣାରେ ଟ୍ବିଷ୍ଟ, ନିଜେ ନିଜ ହାତକୁ ଗୁଳି କରିଥିଲା ଯୁବକ
ବାଲିପାଟଣା ପୋଲିସ ସୂଚନା ଅନୁସାରେ, ଦୀପ୍ତିରଞ୍ଜନ ଗତବର୍ଷ ଏକ ଦୁଷ୍କର୍ମ ମାମଲାରେ ଜେଲ ଯାଇଥିଲା । ଦୁଷ୍କର୍ମ ପୀଡ଼ିତାଙ୍କ ସ୍ବାମୀଙ୍କ ଉପରେ ପ୍ରତିଶୋଧ ନେବାକୁ ସେ ଯୋଜନା କରିଥିଲା ।