Bangladesh: ବାଂଲାଦେଶରେ ମହିଳାମାନଙ୍କୁ ଏହି ପୋଷାକ ପିନ୍ଧିବା ଉପରେ ପ୍ରତିବନ୍ଧକ, ଆରମ୍ଭ ହେଲା ବିବାଦ
ବାଂଲାଦେଶର କେନ୍ଦ୍ରୀୟ ବ୍ୟାଙ୍କ ମହିଳା ଅଧିକାରୀ ଓ କର୍ମଚାରୀମାନଙ୍କୁ ଶାଢ଼ୀ, ସଲୱାର-କାମିଜ ସହିତ ସ୍କାର୍ଫ ବା ଅନ୍ୟ ଶାଳୀନ ଓ ପେସାଗତ ପୋଷାକ ପିନ୍ଧିବାକୁ ନିର୍ଦ୍ଦେଶ ଦେଇଥିଲା। ଯଦିଓ ପରେ ଏହି ନିୟମକୁ ପ୍ରତ୍ୟାହାର କରି ନେଇଛି।