ଓଡ଼ିଶା ଦିବସ ପାଳନ ବେଳେ ମଞ୍ଚରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ

କଟକ ସାଲେପୁର ଠାରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ପାଳନ ବେଳେ ମଞ୍ଚରେ ରୋଚକ ଦୃଶ୍ୟ । ସରକାରୀ କାର୍ଯ୍ୟକ୍ରମ ବେଳେ ମଞ୍ଚ ଉପରେ ନବୀନଙ୍କ ଗୁଣଗାନ କଲେ ବିଜେଡି ବିଧାୟକ, ସେଇ ମଞ୍ଚରେ ଏହାକୁ କାଉଣ୍ଟର କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

ଓଡ଼ିଶା ଦିବସ ପାଳନ ବେଳେ ମଞ୍ଚରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ
Array