Bank Rule: ଏପ୍ରିଲରୁ ନୂଆ ନିୟମ...ବ୍ୟାଙ୍କ କର୍ମଚାରୀ ଖୁସି, ଆଶଙ୍କାରେ ଗ୍ରାହକ

ଯେହେତୁ ସପ୍ତାହରେ କେବଳ ୫ ଦିନ ଖୋଲିବା ପାଇଁ ନିୟମ ହେଉଛି, ତେଣୁ କାର୍ଯ୍ୟ ସମୟ ବୃଦ୍ଧି କରିବାର ଯୋଜନା ରହିଛି। ଏହା ସହ କିଛି ବ୍ୟାଙ୍କ ସନ୍ଧ୍ୟା ପରେ କାର୍ଯ୍ୟ ଜାରି ରଖିପାରନ୍ତି ବୋଲି କୁହାଯାଉଛି। ଏପରିକି ଗ୍ରାହକମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ଦୁଇଟି ସିଫ୍ଟ ଆରମ୍ଭ ହେବାର ଯୋଜନା ରହିଛି।

Bank Rule: ଏପ୍ରିଲରୁ ନୂଆ ନିୟମ...ବ୍ୟାଙ୍କ କର୍ମଚାରୀ ଖୁସି, ଆଶଙ୍କାରେ ଗ୍ରାହକ
Array