Bear Falls Into Well in Ganjam, Forest Dept Attempts Rescue
୪୦ ଫୁଟ୍ ଗଭୀର କୂଅରେ ପଡ଼ିଲା ଭାଲୁ । ଗଞ୍ଜାମ ଜିଲ୍ଲା ଭୀଷ୍ମଗିରି ବନ ଖଣ୍ଡ ଫାଶୀଗୁଡା ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି। ଭାଲୁକୁ କୂଅରୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି। #Beer...