Bee Attack Devotees: ଶିବ ମନ୍ଦିରରେ ମହୁମାଛି ଆକ୍ରମଣ, ୨୦ ଶ୍ରଦ୍ଧାଳୁ ଆହତ

ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ୨୦ରୁ ଅଧିକ ଶ୍ରଦ୍ଧାଳୁ ଆହତ । ପଣା ସଂକ୍ରାନ୍ତିରେ ଶିବ ମନ୍ଦିରକୁ ଯାଇଥିବା ବେଳେ ଗୋଡାଇ ଗୋଡାଇ ମାରିଲେ ମହୁମାଛି ।

Bee Attack Devotees: ଶିବ ମନ୍ଦିରରେ ମହୁମାଛି ଆକ୍ରମଣ, ୨୦ ଶ୍ରଦ୍ଧାଳୁ ଆହତ
Array