Health Tips: ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏହି ଶାଗ; ରହିଛି ଆହୁରି ଅନେକ ଗୁଣ

ଶାଗରେ ଅନେକ ପୋଷକ ତତ୍ତ୍ୱ ମିଳେ। ସାଧାରଣତଃ ଶୀତ ଦିନେ ହେଉଥିବା କୋଶଳା ଶାଗ ଅନେକ ପୋଷକର ତତ୍ତ୍ୱର ଭଣ୍ଡାର। ଏହି ଶାଗରେ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଥାଏ। କେବଳ ଗୋଟିଏ ନୁହେଁ ଏହାର ବ୍ୟବହାରରୁ ଅନେକ ଲାଭ ମିଳିଥାଏ।

Health Tips: ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏହି ଶାଗ; ରହିଛି ଆହୁରି ଅନେକ ଗୁଣ
Array