Beef Traders Arrested: ଗୋ-ମାଂସ ବେପାରୀଙ୍କ ମୁହଁରେ ଗୋବର ବୋଳି ଗାଁ ବୁଲାଇଲେ ଲୋକେ
ଏହି ଘଟଣାକୁ ନେଇ ସଂପୃକ୍ତ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ପରେ ଗୋ-ମାଂସ ବେପାରୀ ବ୍ୟବହାର କରିଥିବା ଏକ ବାଇକକୁ ସ୍ଥାନୀୟ ଲୋକେ ଭାଙ୍ଗିଦେଇଥିଲେ। ଘଟଣାସ୍ଥଳରେ ଭିଡ଼ ବଢ଼ିବା ପରେ କିଛି ଲୋକ ଦୁଇ ବେପାରୀଙ୍କ ସାର୍ଟ ଖୋଲି ମୁଁହ ଓ ଦେହରେ ଗୋବର ବୋଳି ଖାଲି ପାଦରେ ଚଲାଇ ଚଲାଇ ନେଇଥିଲେ।