Beer Bath Benefits: ବିୟର ସ୍ନାନ...ଚର୍ମରେ ଆଣେ ଚମକ, ମାନସିକ ଚାପ କମାଏ !
ବିୟରରେ ଥିବା ପ୍ରାକୃତିକ ଉପାଦାନ ଯୋଗୁଁ ବିୟର ବାଥ୍ ତ୍ୱଚା ପାଇଁ ଅନେକ ଲାଭ ପ୍ରଦାନ କରିପାରେ। ଏଥିରେ ହପ୍ସ ନାମକ ଥିବା ଏକ ପ୍ରମୁଖ ଉପାଦାନ ଆଣ୍ଟି-ଇନଫ୍ଲାମେଟରୀ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଧାରଣ କରିଥାଏ, ଯାହା ଆପଣଙ୍କ ମଳିନ ପଡ଼ିଯାଇଥିବା ଚର୍ମକୁ ନୂଆ ଚମକ ପ୍ରଦାନ କରିଥାଏ । ଏହା ସହିତ, ବିୟରରେ ଥିବା ଇଷ୍ଟରେ ଭିଟାମିନ୍ ବି ଥାଏ, ଯାହା ଆପଣଙ୍କ ଚର୍ମକୁ ମସୃଣ କରେ।