Mo Bus: ୮ ମାସରେ ୬ ଜୀବନ ନେଲାଣି ମୋ ବସ୍, ୧୮ ଆହତ

ଗତ ୮ ମାସରେ ମୋ ବସ୍ ଦ୍ୱାରା ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ୧୮ ଜଣ ଆହତ ହୋଇଛନ୍ତି । ବିଧାନସଭାରେ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ ।

Mo Bus: ୮ ମାସରେ ୬ ଜୀବନ ନେଲାଣି ମୋ ବସ୍, ୧୮ ଆହତ
Array