`ପୁରୁଣା ଅଭ୍ୟାସ ନଛାଡିଲେ କ୍ଷମା ଦିଆଯିବ ନାହିଁ'

‘ଆପଣଙ୍କୁ ଯଥେଷ୍ଟ କ୍ଷମତା ଦିଆଯାଇଛି। କାହା ଚାପରେ କାମ ନ କରି ଲୋକଙ୍କ କାମ କରନ୍ତୁ। ମୋ’ ଛୋଟ ବ୍ରେନରେ ସବୁ ସେଭ୍ ହୋଇ ରହିଛି। ପୁରୁଣା ଅଭ୍ୟାସ ନ ଛାଡିଲେ କ୍ଷମା ମିଳିବନି। ’ ସିଡିଓ ଏବଂ ବିଡିଓମାନଙ୍କୁ ଆଜି ଏପରି ଭାବେ କଡ଼ା ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

`ପୁରୁଣା ଅଭ୍ୟାସ ନଛାଡିଲେ କ୍ଷମା ଦିଆଯିବ ନାହିଁ'
Array