Paddy Procurement: ଲାପ୍ସ ହୋଇଯିବ କି ଟୋକନ, କେମିତି ବିକ୍ରି ହେବ ଚାଷୀଙ୍କ ଧାନ ?

ଚାଷୀ ପାଇଥିବା ଟୋକେନ୍ ବି ଲାପ୍ସ ହେବା ଉପରେ । ହେଲେ ଏଯାଏଁ ମଣ୍ଡିରୁ ଉଠିନି ଧାନ, ଏବେ ବି ବିଭିନ୍ନ ଜିଲ୍ଲାର ମଣ୍ଡିରେ ପଡିରହିଛି ଶହ ଶହ ବସ୍ତା ଧାନ। ଧାନ କିଣିବାକୁ ମିଳୁନି ମିଲର୍ସଙ୍କ ଦେଖା। ଖୋଲାଆକାଶ ତଳେ ପଡିଥିବା ଧାନ ଭିଜି ଭିଜି ଏବେ ଗଜା ହେବାକୁ ବସିଲାଣି । ଆଜି ସରକାର ଧାନକିଣାର ଶେଷ ଦିନ ବୋଲି ଘୋଷଣା କରିଥିବାରୁ ଚିନ୍ତାରେ ପଡିଛନ୍ତି ଚାଷୀ ।

Paddy Procurement: ଲାପ୍ସ ହୋଇଯିବ କି ଟୋକନ, କେମିତି ବିକ୍ରି ହେବ ଚାଷୀଙ୍କ ଧାନ ?
Array