Terrorists: ପ୍ରମାଣ ନଷ୍ଟ ପାଇଁ ବ୍ୟବହାର କରୁଥିଲେ ଅଟୋ-ଡିଲିଟ୍ ଆପ୍ , ଅଲ କାଏଦା ସହ ଥିଲେ ଜଡ଼ିତ
ଏହି ଚାରି ଜଣ ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ବିଷୟରେ ଆଲୋଚନା କରୁଥିବା ବେଳେ ATS ର ରାଡାରରେ ଆସିଥିଲେ। ଗୁଜରାଟ ATS କହିଛି ଯେ ସେମାନେ ତାଙ୍କର ଚାଟ୍ ଏବଂ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଗୁଡ଼ିକର ଯାଞ୍ଚ କରୁଛନ୍ତି ।