Benefits of Chanting Om Namah Shivaya: ଓମ୍ ନମଃ ଶିବାୟ ମନ୍ତ୍ର ଉଚ୍ଚାରଣ କଲେ ମିଳେ ଏହ ୧୫ଟି ଉପକାର
ଏହା ଏମିତି ଏକ ମନ୍ତ୍ର ଯାହା ହିନ୍ଦୁ ଧର୍ମରେ ସବୁଠାରୁ ଅଧିକଥର ଉଚ୍ଚାରଣ ହୋଇଥାଏ। ଏହାର ଉଚ୍ଚାରଣ ଦ୍ୱାରା ଆମକୁ ଯେତେ ଅଧିକ ଫାଇଦା ମିଳିଥାଏ, ବୋଧହୁଏ ଅନ୍ୟ କୌଣସି ମନ୍ତ୍ର ଏପରି ଲାଭ ଦେଇନଥାଏ। ଜାଣନ୍ତୁ ଏହି ୧୫ଟି ଫାଇଦା।