Bengaluru Horror: ବେକେରୀରେ ବହିଲା ରକ୍ତର ନଦୀ : ସିସିଟିଭିରେ କଏଦ ହତ୍ୟା ସମୟର ଦୃଶ୍ୟ, ୭ ଗିରଫ

ଜଣେ ବ୍ୟକ୍ତିଙ୍କୁ ଚାରିପଟୁ ଘେରିଯାଇ ହାଣିଦେଲେ ୭ ଦୁବୃର୍ତ୍ତ । ହତ୍ୟାକାଣ୍ଡର ଛାତିଥରା ଭିଡିଓ ସିସିଟିଭିରେ କଏଦ୍ ହୋଇଛି । ଜମି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

Bengaluru Horror: ବେକେରୀରେ ବହିଲା ରକ୍ତର ନଦୀ : ସିସିଟିଭିରେ କଏଦ ହତ୍ୟା ସମୟର ଦୃଶ୍ୟ, ୭ ଗିରଫ
Array