ଗଛ ମୂଳେ ପଡିଛି ଅରିଜିନାଲ ଆଧାର କାର୍ଡ, ଫୋପାଡିଲା କିଏ ଉଠିଲା ପ୍ରଶ୍ନ ?
ଆସ୍କା ୨୭/୦୪: ଗଛ ମୂଳେ ପଡିଛି ଗଦା ଗଦା ଆଧାରକାର୍ଡ଼ । କିଏ ଫୋପାଡିଛି କାହିଁକି ଫୋପାଡିଲା ସେ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘଟଣା ଘଟିଛି ଆସିକା ବ୍ଲକ କର୍ପୂର ନୁଆଁ ଗାଁ ଶିବ ମନ୍ଦିର ନିକଟରେ । ଗୋଟେ ଛୋଟିଆ ଗଛ ମୂଳେ ପଡିଛି ଶହ ଶହ ସଂଖ୍ୟକ ଅରିଜିନାଲ ଆଧାର କାର୍ଡ । ଆଧାର କାର୍ଡ ଗୁଡିକ କିଏ ପକାଇଛି ତାହା ଅସ୍ପଷ୍ଟ ରହିଛି। ହେଲେ ସବୁ ଆଧାର କାର୍ଡରେ ଲେଖା ଯାଇଥିବା ଠିକଣା ଅନୁସାରେ ଏହା ଗଂଜାମ ଜିଲ୍ଲା ପାତ୍ରପୁରର ରାମଚନ୍ଦ୍ରପୁର ର ହୋଇଥିବା ଜଣାପଡିଛି। ହେଲେ କିଏ କାହିଁକି ଏତେ ସଂଖ୍ୟକ ଆଧାର କାର୍ଡ ଏଠାରେ ଫୋପାଡ଼ି ତାହାକୁ ନେଇ ଏବେ ଚର୍ଚ୍ଚା ଧରିଛି ।
ଆସ୍କା ୨୭/୦୪: ଗଛ ମୂଳେ ପଡିଛି ଗଦା ଗଦା ଆଧାରକାର୍ଡ଼ । କିଏ ଫୋପାଡିଛି କାହିଁକି ଫୋପାଡିଲା ସେ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘଟଣା ଘଟିଛି ଆସିକା ବ୍ଲକ କର୍ପୂର ନୁଆଁ ଗାଁ ଶିବ ମନ୍ଦିର ନିକଟରେ । ଗୋଟେ ଛୋଟିଆ ଗଛ ମୂଳେ ପଡିଛି ଶହ ଶହ ସଂଖ୍ୟକ ଅରିଜିନାଲ ଆଧାର କାର୍ଡ ।
ଆଧାର କାର୍ଡ ଗୁଡିକ କିଏ ପକାଇଛି ତାହା ଅସ୍ପଷ୍ଟ ରହିଛି। ହେଲେ ସବୁ ଆଧାର କାର୍ଡରେ ଲେଖା ଯାଇଥିବା ଠିକଣା ଅନୁସାରେ ଏହା ଗଂଜାମ ଜିଲ୍ଲା ପାତ୍ରପୁରର ରାମଚନ୍ଦ୍ରପୁର ର ହୋଇଥିବା ଜଣାପଡିଛି। ହେଲେ କିଏ କାହିଁକି ଏତେ ସଂଖ୍ୟକ ଆଧାର କାର୍ଡ ଏଠାରେ ଫୋପାଡ଼ି ତାହାକୁ ନେଇ ଏବେ ଚର୍ଚ୍ଚା ଧରିଛି ।