ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ, ସାର୍ଟ ଟାଣି ମାଡ଼ ମାରିଲେ ମହିଳା

ବଲାଙ୍ଗୀର ୧୯।୧୧ : ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ । ଅଫିସ ଭିତରେ ପଶି କଲର ଟାଣି ମାଡ ମାରିଲେ ମହିଳା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ଷୋମକାଶ ନାଏକଙ୍କ ଉପରକୁ ଆକ୍ରମଣ ହୋଇଛି । ଜାତିଗତ ସାର୍ଟିଫିକେଟ୍ ନଦେବାରୁ ସିଆରପିଏଫ୍ ଚାକିରିରୁ ବିଦା ହୋଇଥିବା ଯୁବକଙ୍କ ପରିବାର ଏବଂ ଅନ୍ୟ କିଛି ଲୋକ ମାଡ଼ ମାରିଛନ୍ତି।