ପାଟଣା ପଞ୍ଚାୟତ ସମିତି ବୈଠକରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା

ପାଟଣା,୩୧।୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭା ଗୃହରେ ଶନିବାର ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ଅଧିବେଶନ ବ୍ଲକ ଅଧ୍ୟକ୍ଷା ବୀଣା ପାଣି ନାୟକଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗଦେଇଥିବା ବେଳେ ୨୩ନମ୍ବର ଜିଲା ପରିଷଦ ସଦସ୍ୟ ରୁନୁ ମାହାନ୍ତ, ୨୨ନମ୍ବର ସୌଭାଗ୍ୟ ମଞ୍ଜରୀ ନାୟକ, ଏମପି ଅନନ୍ତ ନାୟକଙ୍କ ବ୍ଲକ ପ୍ରତିନିଧି ପ୍ରହଲ୍ଲାଦ ପଲେଇ, ବିଧାୟକଙ୍କ ପ୍ରତିନିଧି କମଳା କାନ୍ତ […] The post ପାଟଣା ପଞ୍ଚାୟତ ସମିତି ବୈଠକରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା appeared first on Dharitri Odia News.

ପାଟଣା ପଞ୍ଚାୟତ ସମିତି ବୈଠକରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା

ପାଟଣା,୩୧।୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭା ଗୃହରେ ଶନିବାର ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ଅଧିବେଶନ ବ୍ଲକ ଅଧ୍ୟକ୍ଷା ବୀଣା ପାଣି ନାୟକଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗଦେଇଥିବା ବେଳେ ୨୩ନମ୍ବର ଜିଲା ପରିଷଦ ସଦସ୍ୟ ରୁନୁ ମାହାନ୍ତ, ୨୨ନମ୍ବର ସୌଭାଗ୍ୟ ମଞ୍ଜରୀ ନାୟକ, ଏମପି ଅନନ୍ତ ନାୟକଙ୍କ ବ୍ଲକ ପ୍ରତିନିଧି ପ୍ରହଲ୍ଲାଦ ପଲେଇ, ବିଧାୟକଙ୍କ ପ୍ରତିନିଧି କମଳା କାନ୍ତ ଦାଶ, ବିଡିଓ ମାନସ କୁମାର ଦଣ୍ଡ ପାଟ,ପୂର୍ବତନ ବ୍ଲକ ଅଧକ୍ଷ ତଥା ସମିତି ସଭ୍ୟ ବିଶ୍ୱନାଥ ନାୟକ, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଶୁଭେନ୍ଦୁ ସାଗର କୁମାର ନାୟକ, ରେଞ୍ଜର ବନ ବିହାରି ସର୍ଦ୍ଦାର,ବଡ ପାଟଣା ସରପଞ୍ଚ ବିନତୀ ବାନରା, ଡୁମୁରିଆ ସରପଞ୍ଚ ଗୌର ହରି ନାଏକ, ମଲ୍ଲି ପଶି ସରପଞ୍ଚ ଭାମା ମଣି ଦାସ, ମିରିଖୋଜି ସରପଞ୍ଚ ମନ ମୋହନ ବେହେରା, ଏରେଣ୍ଡେଇ ସରପଞ୍ଚ ପାର୍ବତୀ ଦେହୁରୀ, ଟାଙ୍ଗର ପଡ଼ା ସରପଞ୍ଚ ଅନିରୁଦ୍ଧ ନାଏକ ଓ ଚେମେଣା ସମିତି ସଭ୍ୟ ମନୋଜ ମହାନ୍ତ ଙ୍କ ସହ ସମସ୍ତ ସମିତି ଓ ସରପଞ୍ଚ , ସହକାରୀ ଯନ୍ତ୍ରୀ ସିଦ୍ଧ ମାଝି, ଜି ପି ଡି ଓ ରଶ୍ମି ରେଖା ମହାନ୍ତି, ଏପି ଓ ଦୀପକ କୁମାର ବେହେରା ପ୍ରମୁଖ ସାମିଲ ହୋଇଥିଲେ। ଗ୍ରାମ ଉନ୍ନୟନ ବିଭାଗ ରାସ୍ତା, ପ୍ରଧାନ ମନ୍ତ୍ରୀ ଆବାସ ନିର୍ମାଣପାଇଁ ଅଭାବୀବାଲି, ବିଭିନ୍ନ ପଂଚାୟତର ଷ୍ଟ୍ରିଟ ଲାଇଟରେ ଭୁଲ ବିଲ ଆସିବା ନେଇ ଉଦବେଗ ପ୍ରକାଶ ପାଇଥିଲା

The post ପାଟଣା ପଞ୍ଚାୟତ ସମିତି ବୈଠକରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା appeared first on Dharitri Odia News.