Bengaluru Language Row: 'ମୁଁ କନ୍ନଡ କହିବିନି, ଏଇଟା ଭାରତ'...ଏତିକି କହିବାରୁ ବଦଳି ହେଲେ SBI ବ୍ରାଞ୍ଚ ମ୍ୟାନେଜର

କନ୍ନଡ ବନାମ ହିନ୍ଦୀ । ରଣକ୍ଷେତ୍ର ପାଲଟିଲା ଏସବିଆଇ ବ୍ରାଞ୍ଚ । ଗ୍ରାହକ କହିଲେ କନ୍ନଡ କୁହ । 'ମୋତେ କନ୍ନଡ ଆସେନି, ଏଇଟା ଭାରତ'... ଏତିକି କହିବାରୁ SBI ବ୍ରାଞ୍ଚ ମ୍ୟାନେଜରଙ୍କ ହେଲା ବଦଳି । ସୋସିଆଲ ମିଡିଆର ଭିଡିଓ ଭାଇରାଲ

Bengaluru Language Row: 'ମୁଁ କନ୍ନଡ କହିବିନି, ଏଇଟା ଭାରତ'...ଏତିକି କହିବାରୁ ବଦଳି ହେଲେ SBI ବ୍ରାଞ୍ଚ ମ୍ୟାନେଜର
Array