Bengaluru Rental Norms: ଭଡ଼ା ଛାଡନ୍ତୁ, ସିକ୍ୟୁରିଟି ଡିପୋଜିଟ ଶୁଣିଲେ ମୁଣ୍ଡ ବୁଲେଇଦବ....ଏହି ସହରରେ ଏମିତି ଚାଲିଛି
ଘରର ସିକ୍ୟୁରିଟି ଡିପୋଜିଟ ପାଇଁ ୧୯ଲକ୍ଷ ଟଙ୍କା । ଆଜିକାଲିର ଘର ମାଲିକ ମାନେ ଏଭଳି ଯେଉଁ ଦାବି କରୁଛନ୍ତି ତାହା ହାସ୍ୟାସ୍ପଦ । ଏହି ଡିପୋଜିଟ ଟଙ୍କାରୁ କମ୍ରେ ବି ଗୋଟିଏ ମହିନ୍ଦ୍ରା ଥର୍ ଗାଡ଼ି କିଣିହେବ ।