Bengaluru Stampede: ବେଙ୍ଗାଲୁରୁରେ ଏଇଥିପାଇଁ ହେଲା ଦଳାଚକଟା ?
କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଏହି ପାସ୍ ଦିଆଯାଉଥିଲା । ରାଜ୍ୟ କ୍ରିକେଟ୍ ଆସୋସିଏସନ ଓ ପୋଲିସ ମିଳିତ ଭାବେ ଷ୍ଟାଡିୟମରେ ଶୃଙ୍ଖଳା ଦାୟିତ୍ୱରେ ଥିଲେ । ଏହ କାର୍ଯ୍ୟକ୍ରମ କିନ୍ତୁ ରାଜ୍ୟ ସରକାରଙ୍କର ଥିଲା । ସରକାର କ୍ରିକେଟ ଆସୋସିଏସନ ଉପରେ ଆୟୋଜନ ଦାୟିତ୍ୱ ଛାଡି ଚୁପଚାପ୍ ବସିଯାଇଥିଲେ ବୋଲି କୁହାଯାଉଛି ।