Bengaluru Tragedy: ପୁଅ ତ ଚାଲିଗଲା, ତା' ଶରୀରକୁ ଖଣ୍ଡ ଖଣ୍ଡ କରନି... ଆଖି ଓଦା କରିଦେବ ବାପାଙ୍କ କୋହଭରା କଥା
ଚିନ୍ନାସ୍ୱାମୀ ଷ୍ଟାଡିୟମରେ RCB ର ବିଜୟ ଉତ୍ସବ ଚାଲିଥିଲା । ଭୟଙ୍କର ଦଳାଚକଟାରେ ୧୧ ଜଣଙ୍କ ଜୀବନ ଗଲା । ଜଣେ ମୃତକଙ୍କ ବାପା କାନ୍ଦି କାନ୍ଦି ପୁଅର ପୋଷ୍ଟମୋର୍ଟମ କରିବାକୁ କହୁଥିବା ଭଳି ଛାତିଥରା ଚିତ୍ର ସାମ୍ନାକୁ ଆସିଛି ।