ପ୍ରଶଂସକଙ୍କୁ ପୁଣି ପାଗଳ କଲେ ବୋଲ୍ଡ କ୍ୱିନ୍ ସନ୍ନି ଲିଓନ; ଫଟୋ ହେଉଛି ଭାଇରାଲ୍
ବଲିଉଡ୍ର ଗ୍ଲାମରସ ଅଭିନେତ୍ରୀ ସନ୍ନି ଲିଓନ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ତାଙ୍କ ଫଟୋ ଏବଂ ଭିଡିଓ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଛନ୍ତି। ସନ୍ନିଙ୍କର ପ୍ରତ୍ୟେକ ପୋଷ୍ଟ ଇଣ୍ଟରନେଟ୍ରେ ଭାଇରାଲ ହୁଏ ଆଉ ସୋସିଆଲ୍ ମିଡିଆରେ ନିଆଁ ଲଗାଏ। ପ୍ରତିଦିନ ସେ ନିଜ ସୋସିଆଲ ଆକାଉଣ୍ଟରେ ଏମିତି କିଛି ଫଟୋ ଶେୟାର କରନ୍ତି ଯେ ଯାହାକୁ ଦେଖି ତାଙ୍କ ପ୍ରଶଂସକମାନେ ପାଗଳ ହୋଇଯାଆନ୍ତି।