Rishabh Pant:ପନ୍ତଙ୍କ ଆନ୍ତର୍ଜାତିକ କ୍ୟାରିଅର୍କୁ ପ୍ରଭାବିତ କରିବ କି ଆଇପିଏଲ୍ ବିଫଳତା ?
ଆଇପିଏଲ୍ ୨୦୨୫ରେ ଉଭୟ ବ୍ୟାଟର୍ ଓ ଅଧିନାୟକ ଭାବେ ବିଫଳ ହୋଇଛନ୍ତି ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସର ରିଷଭ ପନ୍ତ । ଏବେ ପ୍ରଶ୍ନ ଉଠୁଛି, ଦିନିକିଆ ଓ ଟି-୨୦ ଆନ୍ତର୍ଜାତିକରେ ତାଙ୍କ କ୍ୟାରିଅର୍କୁ ପ୍ରଭାବିତ କରିବ କି ଆଇପିଏଲ୍ ବିଫଳତା? କେବଳ ଟେଷ୍ଟ କ୍ରିକେଟ୍ ମଧ୍ୟରେ ସୀମିତ ହୋଇରହିଯିବ କି ତାଙ୍କ କ୍ୟାରିଅର୍?