Bengaluru's Traffic: ଅସହ୍ୟ ହେଉଛି ଏହି ସହରର ଟ୍ରାଫିକ୍ ଯନ୍ତ୍ରଣା, ସହର ଛାଡ଼ିବାକୁ ଲୋକଙ୍କ ନିଷ୍ପତ୍ତି

ଦେଶର ଅଗ୍ରଣୀ ଆଇଟି ହବ୍ ବେଙ୍ଗାଲୁରୁରେ ଜନସଂଖ୍ୟା ଅପେକ୍ଷା ଯାନବାହାନ ଏବଂ ସଂକୀର୍ଣ୍ଣ ରାସ୍ତା ଯୋଗୁଁ ଟ୍ରାଫିକ୍ ସମସ୍ୟାରେ ଫସି ରହୁଛନ୍ତି ଲୋକେ । ତେଣୁ ଏମିତି ଜଣେ ବ୍ୟକ୍ତି ସହର ଛାଡିବାକୁ ନିଷ୍ପତ୍ତି ନେଇ ସୋସିଆଲ ମିଡିଆରେ ନିଜ ମନକଥା ସେୟାର କରିଛନ୍ତି।

Bengaluru's Traffic: ଅସହ୍ୟ ହେଉଛି ଏହି ସହରର ଟ୍ରାଫିକ୍ ଯନ୍ତ୍ରଣା, ସହର ଛାଡ଼ିବାକୁ ଲୋକଙ୍କ ନିଷ୍ପତ୍ତି
Array