Bhagavad Gita: ଆଶ୍ଚର୍ଯ୍ୟଚକିତ କଲା ଭଳି ଘଟଣା; ଭୟାନକ ବିମାନ ଦୁର୍ଘଟଣାରେ ଅକ୍ଷତ ରହିଲା ଭଗବତ ଗୀତା !
ବିମାନ ଦୁର୍ଘଟଣା ପରେ ବିସ୍ଫୋରଣରେ ସବୁକିଛି ଜଳିଗଲା। ଜୀବନ, ବିମାନ, ଲଗେଜ୍, ଖାତା, ବହି, ଡାଏରୀ, ଖେଳନା, ପର୍ସ, ଫୋନ୍ ଓ ଲାପଟପ ଭଳି ଅନେକ କିଛି । ଏମିତି କି ନିଆଁର ଆଁରେ ଲୁହା ସୁଦ୍ଧା ବି ତରଳି ଗଲା ହେଲେ ପବିତ୍ର ଭଗବତ ଗୀତାର କିଛି ବି ହୋଇନି । ନିଆଁରେ ଗୀତା ବହି ଜଳିନି ବରଂ ସେମିତି ଅକ୍ଷତ ଅବସ୍ଥାରେ ରହିଛି ।