Bhubaneswar Police Steps Up Investigation into Two Murders Reported on Holi
#ରାଜଧାନୀରେ_ଡବଲ୍_ମର୍ଡର୍ ହୋଲିରେ ରାଜଧାନୀରେ ଘଟିଥିବା ଦୁଇ ଦୁଇଟି ହତ୍ୟାକାଣ୍ଡକୁ ନେଇ ଜାରି ରହିଛି ପୋଲିସର ତନାଘନା। ଭୁବନେଶ୍ବର ଶାନ୍ତିପଲ୍ଲୀ, ମଞ୍ଚେଶ୍ୱର ରସମେଇଗାଡ଼ିଆରେ ଗତକାଲି ହୋଲି ଉତ୍ସବରେ ଘଟିଥିବା ହତ୍ୟାକାଣ୍ଡକୁ ନେଇ ତନାଘନା
#ରାଜଧାନୀରେ_ଡବଲ୍_ମର୍ଡର୍
ହୋଲିରେ ରାଜଧାନୀରେ ଘଟିଥିବା ଦୁଇ ଦୁଇଟି ହତ୍ୟାକାଣ୍ଡକୁ ନେଇ ଜାରି ରହିଛି ପୋଲିସର ତନାଘନା। ଭୁବନେଶ୍ବର ଶାନ୍ତିପଲ୍ଲୀ, ମଞ୍ଚେଶ୍ୱର ରସମେଇଗାଡ଼ିଆରେ ଗତକାଲି ହୋଲି ଉତ୍ସବରେ ଘଟିଥିବା ହତ୍ୟାକାଣ୍ଡକୁ ନେଇ ତନାଘନା