Big Action: ଶରଧାବାଲି ଅଘଟଣରେ କାର୍ଯ୍ୟାନୁଷ୍ଠାନ, ଏକାବେଳକେ ବଦଳିଲେ ଜିଲ୍ଲାପାଳ ଓ ଏସପି

ଅଭିଯୋଗ ଅନୁଯାୟୀ ଅଘଟଣ ସମୟରେ ଘଟଣାସ୍ଥଳରେ ଜଣେ ବି ଉଚ୍ଚପଦସ୍ତ ପୋଲିସ କି ପ୍ରଶାସିନିକ ଅଧିକାରୀ ନ ରହିବା ଏବଂ ଉଦ୍ଧାର କାର୍ଯ୍ୟରେ ମଧ୍ୟ ଚରମ ଅବହେଳା ଭଳି ମାଳ ମାଳ ଅବ୍ୟବସ୍ଥା ଅଘଟଣକୁ ନିମନ୍ତ୍ରଣ କରିଥିଲା ଯେମିତି।

Big Action: ଶରଧାବାଲି ଅଘଟଣରେ କାର୍ଯ୍ୟାନୁଷ୍ଠାନ, ଏକାବେଳକେ ବଦଳିଲେ ଜିଲ୍ଲାପାଳ ଓ ଏସପି
Array