Big Breaking: ଘରେ ପଶି ହାଣିଲେ, ଯୁବକର ଜୀବନ ନେଇଗଲେ ମାଓବାଦୀ

ଛତିଶଗଡ଼: ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ। ଘରେ ପଶି ଯୁବକଙ୍କୁ ହାଣି ହତ୍ୟାକଲେ ମାଓବାଦୀ। ରାତିରେ ଶୋଇଥିବା ସମୟରେ ଘରେ ପଶିଥିଲେ। ଆଉ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବରେ ଯୁବକର ଜୀବନ ନେଇଗଲେ। ଘଟଣା ଘଟିଛି ଛତିଶଗଡ଼ରେ। ପୋଲସ ଇନଫର୍ମର ସନ୍ଦେହ କରି ୪୧ ବର୍ଷୀୟ ଯୁବକର ଜୀବନ ନେଇଗଲେ ମାଓବାଦୀ। ଘରେ ପଶିଲେ। ଆଉ ଟାଙ୍ଗିଆରେ ହାଣି ଚାଲିଲେ। ଶେଷରେ ଯୁବକଙ୍କର ଜୀବନ ନେଇଗଲେ। ଅନେକ ସମୟରେ ମାଓବାଦୀ ବିଶେଷ କରି ପୋଲିସ କିମ୍ୱା […]

Big Breaking: ଘରେ ପଶି ହାଣିଲେ, ଯୁବକର ଜୀବନ ନେଇଗଲେ ମାଓବାଦୀ

ଛତିଶଗଡ଼: ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ। ଘରେ ପଶି ଯୁବକଙ୍କୁ ହାଣି ହତ୍ୟାକଲେ ମାଓବାଦୀ। ରାତିରେ ଶୋଇଥିବା ସମୟରେ ଘରେ ପଶିଥିଲେ।

ଆଉ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବରେ ଯୁବକର ଜୀବନ ନେଇଗଲେ। ଘଟଣା ଘଟିଛି ଛତିଶଗଡ଼ରେ। ପୋଲସ ଇନଫର୍ମର ସନ୍ଦେହ କରି ୪୧ ବର୍ଷୀୟ ଯୁବକର ଜୀବନ ନେଇଗଲେ ମାଓବାଦୀ।

ଘରେ ପଶିଲେ। ଆଉ ଟାଙ୍ଗିଆରେ ହାଣି ଚାଲିଲେ। ଶେଷରେ ଯୁବକଙ୍କର ଜୀବନ ନେଇଗଲେ। ଅନେକ ସମୟରେ ମାଓବାଦୀ ବିଶେଷ କରି ପୋଲିସ କିମ୍ୱା ସୈନିକମାନଙ୍କ ଉପରେ ଏଧିକ ଆକ୍ରମଣ କରିଥାନ୍ତି।

ଆଉ ଏବେ ଠିକ୍ ସେହିପରି ପୋଲିସର ସହାୟକ ଭାବି ନିରିହ ଯୁବକର ଜୀବନ ନେଇଗଲେ। ତେବେ ହତ୍ୟା ବେଳେ ଘରେ ଆଉ କେହି ଥିଲେ ନା ଯୁବକ ଜଣକ ଏକା ଥିଲେ। କିମ୍ୱା ଏଥିରେ ଆଉ କାହାର ସମ୍ପୃକ୍ତି ଅଛି ତାହା ଏବେଯାଏଁ ଜଣାପଡିନାହିଁ।