Big Plans For Bhubaneswar: ବଦଳିଯିବ ଭୁବନେଶ୍ୱର, ଖୁବ୍‌ଶୀଘ୍ର ଆରମ୍ଭହେବ ତିନି ଥାକିଆ ଏଲିଭେଟେଡ୍ ରୋଡ୍

କ୍ୟାପିଟାଲ ସିଟିର ସର୍ବାଧିକ ବ୍ୟସ୍ତବହୁଳ ରାସ୍ତା ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଗାଡ଼ି ଭିଡ଼ କମାଇବାକୁ ଏଲିଭେଟେଡ୍ ରୋଡ୍ ଯୋଜନା ଖୁବ୍‌ଶୀଘ୍ର ବାସ୍ତବ ରୂପ ନେବାକୁ ଯାଉଥିବା କହିଛନ୍ତି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

Big Plans For Bhubaneswar: ବଦଳିଯିବ ଭୁବନେଶ୍ୱର, ଖୁବ୍‌ଶୀଘ୍ର ଆରମ୍ଭହେବ ତିନି ଥାକିଆ ଏଲିଭେଟେଡ୍ ରୋଡ୍
Array