Bihar Minister: ନୀତିଶ କୁମାରଙ୍କ ମାନସ ପୁତ୍ର, ରାଜନୀତି ସହ କଲେଜରେ ପଢ଼ାଇବେ ପାଠ

BSUSC ପକ୍ଷରୁ ରାଜନୀତି ବିଭାଗରେ ୨୮୦ଟି ପଦବୀ ପାଇଁ ବିଜ୍ଞାପନ ଦିଆଯାଇଥିଲା । ଏଥିପାଇଁ ୨୭୪ ଜଣ ପ୍ରାର୍ଥୀଙ୍କୁ ମନୋନୀତ କରାଯାଇଛି । ସେମାନଙ୍କ ମଧ୍ୟରେ ଅଶୋକ କୁମାର ଚୌଧୁରୀ ଅଛନ୍ତି ।

Bihar Minister: ନୀତିଶ କୁମାରଙ୍କ ମାନସ ପୁତ୍ର, ରାଜନୀତି ସହ କଲେଜରେ ପଢ଼ାଇବେ ପାଠ
Array