Biju Babu: ବିଜୁଙ୍କ ଅସ୍ଥି ବିସର୍ଜନର ବିସ୍ମୟକର କାହାଣୀ କହିଲେ ବିଜୟ...
ବିଜୁ ବାବୁଙ୍କ ଅସ୍ଥି ପୂଜା କରାଯାଉଥିଲା । ଯେଉଁ ଦିନ ସନ୍ଧ୍ୟା ଦୀପ ଦିଆ ଯାଇନଥାଏ, ସେଦିନ ରାତିରେ ଅସ୍ଥି କବାଟ ଧଡଧଡ କରେ ବୋଲି କହିଛନ୍ତି ବିଜୟ । କଥା କହିଲା ଭଳି ସବୁ ପ୍ରକାଶ କରିବ ବାହାରେ । ଏପରିକି ଦିନେ ଉତ୍ପାତ କଲା । କିଛି ନଥିବ କବାଟ ବାଡେଇ ହେବ । ହଠାତ୍ ଦୁଆର ଭିତରେ ପବନ ବହିବ ।