BJD Fortress Shakes: ନବୀନଙ୍କ ନିଜ ଜିଲ୍ଲାରେ ଦୋହଲିଗଲାଣି BJD ଦୁର୍ଗ; BJPର ତୀର, ରସାତଳକୁ ଯିବ ଶଙ୍ଖ ଦଳ

ଦିଲ୍ଲୀରେ ବିଜେଡିର ୭ ସାଂସଦଙ୍କ ଦମ୍ଭୋକ୍ତି, ଆମେ ଏକ୍। କିନ୍ତୁ ଦିନକ ପରେ ନବୀନଙ୍କ ଜିଲ୍ଲାରେ ଗୋଷ୍ଠୀ କନ୍ଦଳ ତୀବ୍ର। ପରିସ୍ଥିତି ଏମିତି ଯେ, କଥା ଶଙ୍ଖ ଭବନ ଯାଏ ପହଞ୍ଚିଲା। 

BJD Fortress Shakes: ନବୀନଙ୍କ ନିଜ ଜିଲ୍ଲାରେ ଦୋହଲିଗଲାଣି BJD ଦୁର୍ଗ; BJPର ତୀର, ରସାତଳକୁ ଯିବ ଶଙ୍ଖ ଦଳ
Array