NDA chief minister conclave: ମୁଖ୍ୟମନ୍ତ୍ରୀ କନକ୍ଲେଭରେ ଦୁଇ ପ୍ରସ୍ତାବ ପାରିତ, ଜାତିଭିତ୍ତିକ ଜନଗଣନାକୁ ମିଳିଲା ମଞ୍ଜୁରୀ

ଜାତିଭିତ୍ତିକ ରାଜନୀତି ନୁହେଁ, କେବଳ ବିକାଶ ପାଇଁ ସହମତି ପ୍ରକାଶ କରିଛନ୍ତି ସମସ୍ତ ମୁଖ୍ୟମନ୍ତ୍ରୀ। ଉଲ୍ଲେଖଯୋଗ୍ୟ ଯେ, କଂଗ୍ରେସ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଦୀର୍ଘଦିନ ଧରି ଜାତିଗତ ଜନଗଣନାର ଦାବି କରାଯାଉଥିଲା।

NDA chief minister conclave: ମୁଖ୍ୟମନ୍ତ୍ରୀ କନକ୍ଲେଭରେ ଦୁଇ ପ୍ରସ୍ତାବ ପାରିତ, ଜାତିଭିତ୍ତିକ ଜନଗଣନାକୁ ମିଳିଲା ମଞ୍ଜୁରୀ
Array