BJD in Turmoil: ବିଜେଡି ବେକରେ ରାଜା ଚକ୍ର କଣ୍ଟା; ବଦ୍ରି ପାତ୍ରଙ୍କ ବିସ୍ଫୋରଣକୁ ନେଇ ହଲଚଲ୍

ବିଜେଡି ନେତା ରାଜା ଚକ୍ରଙ୍କ ଗିରଫଦାରୀ ପରେ ଦଳରେ କମ୍ପନ । ଖୋଦ୍ ନିଜ ଦଳର ବରିଷ୍ଠ ନେତା ବିଧାୟକ ବଦ୍ରି ପାତ୍ର କହିଛନ୍ତି, ରାଜାଙ୍କ ପକେଟରେ ଥିଲେ ତତ୍କାଳୀନ ଜିଲ୍ଲାପାଳ ଓ ଏସପି । ପାଣ୍ଡିଆନ୍ ଓ ସିଏମଓ ବି ଏନେଇ ଅବଗତ ଥିଲେ । ଆଉ ବଦ୍ରିଙ୍କ ଏଭଳି ବୟାନ ପରେ ତେଜିଛି ରାଜନୀତି । ବିଜେଡିକୁ ଘେରି ଶାସକ ବିଜେପି ଓ କଂଗ୍ରେସ କରିଛନ୍ତି ଜୋରଦାର ହମଲା ।

BJD in Turmoil: ବିଜେଡି ବେକରେ ରାଜା ଚକ୍ର କଣ୍ଟା; ବଦ୍ରି ପାତ୍ରଙ୍କ ବିସ୍ଫୋରଣକୁ ନେଇ ହଲଚଲ୍
Array