BJD Internal Conflict: ରାୟଗଡ଼ା ବିଜେଡିରେ ସବୁ ଠିକ୍ ତ? କାହିଁକି ଡେରା ପକାଇଛନ୍ତି ବରିଷ୍ଠ ନେତା?

ରାୟଗଡ଼ା ବିଜେଡିରେ ଗୋଷ୍ଠୀ କନ୍ଦଳକୁ ନେଇ ଜୋରଦାର ଚର୍ଚ୍ଚା । କର୍ମୀଙ୍କ ମତ ନେବାକୁ ସେଠାକୁ ଯାଇଛନ୍ତି ଦଳର ୨ ବରିଷ୍ଠ ନେତା ପ୍ରମିଳା ମଲ୍ଲିକ ଓ ପଦ୍ମନାଭ ବେହେରା । ଯାହା ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ୩ଟି ନିର୍ବାଚନ ମଣ୍ଡଳୀରେ ଦୁଇ ଦିନ ହେଲା କର୍ମୀଙ୍କ ସହ ଆଲୋଚନା କରୁଛନ୍ତି ଏହି ବରିଷ୍ଠ ନେତା ।

BJD Internal Conflict: ରାୟଗଡ଼ା ବିଜେଡିରେ ସବୁ ଠିକ୍ ତ? କାହିଁକି ଡେରା ପକାଇଛନ୍ତି ବରିଷ୍ଠ ନେତା?
Array