Ajay Devgn: ଘୁଞ୍ଚିଲା ରିଲିଜ ତାରିଖ, ଧଡ଼କ ୨ ସହ ହେବ ଟକ୍କର

ଟ୍ରେଡ ଏକ୍ସପର୍ଟ କହିଛନ୍ତି ଅଜୟଙ୍କ ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ୍ ଅଛି। ଜୁଲାଇ ମାସ ଇଣ୍ଡଷ୍ଟ୍ରୀର ରୋଜଗାର ଭଲ ରହିଛି। 'ଜୁରାସିକ ଓ୍ଵାର୍ଲ୍ଡ: ରିବର୍ଥ', 'ମେଟ୍ରୋ...ଇନ ଦିନୋ', 'ସୁପରମ୍ୟାନ' ଏବଂ ଏବେ 'ସୈୟାରା'। ସମସ୍ତ ଫିଲ୍ମ ବକ୍ସ ଅଫିସରେ ଭଲ ଆୟ କରୁଛି।

Ajay Devgn: ଘୁଞ୍ଚିଲା ରିଲିଜ ତାରିଖ, ଧଡ଼କ ୨ ସହ ହେବ ଟକ୍କର
Array