BJD Leaders Meet Party Supremo: ଗଞ୍ଜାମରେ ଘନଉଛି କି ବିଜେଡି କଳି ? ନବୀନ ନିବାସ ଦ୍ୱାରସ୍ଥ ହେଲେ ନେତା

ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ବସିଥିଲା ବୈଠକ । ତଥାପି ବିବାଦ ନତୁଟିବାରୁ ନବୀନ ନିବାସରେ ପହଞ୍ଚିଲେ ଉଭୟ ପକ୍ଷ । ସେଠାରେ ଗଂଜାମର ସମସ୍ତ ନେତାଙ୍କୁ ଭେଟି ଆଲୋଚନା କରିଥିଲେ ବିଜେଡି ସୁପ୍ରିମୋ ।

BJD Leaders Meet Party Supremo: ଗଞ୍ଜାମରେ ଘନଉଛି କି ବିଜେଡି କଳି ? ନବୀନ ନିବାସ ଦ୍ୱାରସ୍ଥ ହେଲେ ନେତା
Array