BJD କଳି, କେତେବେଳେ ବରିଷ୍ଠ ତ କେତେବେଳେ ବର୍ଷିଲେଣି ଯୁବ ନେତା

 ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଢୋଲ ଭିତରେ ମୂଷା ପାଇଁ ଦଳ ଶୋଚନୀୟ ପରାଜୟର ଶିକାର ହେଲା ବୋଲି କହିଛନ୍ତି।

BJD କଳି, କେତେବେଳେ ବରିଷ୍ଠ ତ କେତେବେଳେ ବର୍ଷିଲେଣି ଯୁବ ନେତା

ଥମୁନି ବିଜେଡିର ଢୋଲ ଭିତରେ ମୂଷା ଉପାଖ୍ୟାନ । କେତେବେଳେ ବରିଷ୍ଠ ତ କେତେବେଳେ ବର୍ଷିଲେଣି ଯୁବ ନେତା । ସଂଗଠନ ସଜାଡିବା ଉଦ୍ୟମ ପରିବର୍ତ୍ତେ ଗୋହି ଖୋଳିବାରେ ଲାଗିଛନ୍ତି ପରାଜିତ ନେତା। ଆଜି ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଢୋଲ ଭିତରେ ମୂଷା ପାଇଁ ଦଳ ଶୋଚନୀୟ ପରାଜୟର ଶିକାର ହେଲା ବୋଲି କହିଛନ୍ତି।