Panchang Today 27th May 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...
ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୭ତାରିଖ ମଙ୍ଗଳବାର । ଚନ୍ଦ୍ର- ବୃଷ ଅହୋରାତ୍ର । ତିଥୀ- ଅମାବାସ୍ୟା ଦିବା ୦୮.୩୨ ଗତେ ପ୍ରତିପଦ ନିଶାନ୍ତ ୦୫.୦୨ ଗତେ ୨ୟା । ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତବାର- ମକର ରାଶିର ।