Sanya Malhotra: ଆପଣ ବି ଦେଖାଯିବେ ସାନ୍ୟାଙ୍କ ପରି ୟଙ୍ଗ୍; ଜାଣନ୍ତୁ ତାଙ୍କ ଫିଟନେସ୍ ରହସ୍ୟ
ସାନ୍ୟା ମଲହୋତ୍ରା, ଯିଏ କି ଫିଲ୍ମ " Mrs" ରେ ତାଙ୍କର ଆଇକନିକ୍ ଭୂମିକା ପାଇଁ ପ୍ରତ୍ୟେକ ଘରେ ଜଣାଶୁଣା, ସେ ତାଙ୍କର ଫିଟ୍ନେସ୍ ପାଇଁ ମଧ୍ୟ ଖବରରେ ଅଛନ୍ତି। ତେବେ ଆସନ୍ତୁ ତାଙ୍କ ଫିଟନେସ୍ ରହସ୍ୟ କ’ଣ ଜାଣିନେବା।