BJD: କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଚୟନ ନେଇ ଶଙ୍ଖ ଭବନରେ କେଁ

କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ନେଇ ଶଙ୍ଖ ଭବନରେ ଚାଲିଥିଲା ବୈଠକ। ସଭାପତି ନାଁକୁ ନେଇ କିଛି ବିଧାୟକ ରଖିଥିଲେ ପ୍ରସ୍ତାବ । ଯାହାକୁ ନେଇ ଶଙ୍ଖ ଭବନରେ ଉଚ୍ଚ ବାଚ ହୋଇଥିବା ସୂଚନା ମିଳିଛି ।

BJD: କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଚୟନ ନେଇ ଶଙ୍ଖ ଭବନରେ କେଁ
Array