ଦୀଘା ଜଗନ୍ନାଥ ମନ୍ଦିର ନୁହେଁ ଜଗନ୍ନାଥ ଧାମ

ଆଇନ ମନ୍ତ୍ରୀ ମଧ୍ୟ ପଶ୍ଚିମବଙ୍ଗ ସରକାର ନଶୁଣିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ କଡ଼ା ଚେତାବନୀ ଦେଇଛନ୍ତି । ଏସବୁ ଭିତରେ କିନ୍ତୁ ଆଜି ତୋଡ ଦେଖାଇ ଜଗନ୍ନାଥ ଧାମକୁ ପୁରୀ ମନ୍ଦିର ସମ୍ବୋଧନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଦୀଘା ଜଗନ୍ନାଥ ମନ୍ଦିର ନୁହେଁ ଜଗନ୍ନାଥ ଧାମ
Array