Today Panchang 20th July 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ। ଇଂରାଜୀ ୨୦ ତାରିଖ ରବିବାର । ଚନ୍ଦ୍ର- ମେଷ ପ୍ରାତଃ ୦୬.୧୧ ଗତେ ବୃଷ । ତିଥି – ୧୦ମୀ ଦିବା ୧୨.୧୩ ଗତେ ୧୧ଶୀ । ଘାତଚନ୍ଦ୍ର- ମେଷ ରାଶିର , ପ୍ରାତଃ ୦୬.୧୧ ଗତେ ବିଛା ରାଶିର । ଘାତବାର – ମେଷ ରାଶିର । ପୁଷ୍କର ଦୋଷ– ୨ପାଦ-କୃଷି ଓ ବଂଶ ହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୦.୫୩ ଗତେ ୧ପାଦ-କୃଷିହାନି-ଭୂମିଦାନ ।

Today Panchang 20th July 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....
Array