BJD ର ବିଧାନସଭା ପ୍ରାର୍ଥୀ ଘୋଷଣା; ରିପିଟ୍ ହେଲେ ବିବାଦୀୟ ନେତା
ବିଜେଡି ଘୋଷଣା କଲା ୭୨ ବିଧାନସଭା ପ୍ରାର୍ଥୀ। ଯେଉଁଥିରେ ୧୬ ନୂଆ ମୁହଁ ଥିବା ବେଳେ ପ୍ରାୟ ୮୦ ପ୍ରତିଶତ ନେତା ରିପିଟ୍ ହୋଇଛନ୍ତି। ଆଉ ମାତ୍ର ୧୨ ମହିଳା ଚେହେରା, ଯାହା ପାଖାପାଖି ୧୬ ପ୍ରତିଶତ।