SRH vs KKR: ୩୭ ବଲ୍‌ରେ କ୍ଲାସେନଙ୍କ ବିସ୍ଫୋରକ ଶତକୀୟ ଇନିଂସ୍,କେକେଆର୍‌କୁ ୧୭୯ ରନ୍‌ ଟାର୍ଗେଟ୍

ନୂଆଦିଲ୍ଲୀ: ଆଇପିଏଲ୍‌ ୨୦୨୫ର ୬୮ତମ ଲିଗ୍ ମ୍ୟାଚ୍ ଆଜି ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଉଛି। ଉଭୟ ଦଳ ପ୍ଲେଅଫ୍ ଦୌଡ଼ରୁ ବାହାର ହୋଇସାରିଛନ୍ତି। କିନ୍ତୁ ଶେଷ ମ୍ୟାଚ୍‌ ହିଜୟ ଲକ୍ଷରେ ସଂଘର୍ଷ ଜାରି ରହିଛି।ଆଜିର ମ୍ଯାଚ୍‌ରେ ହାଇଦ୍ରାବାଦ ପ୍ରଥମେ ଟସ୍ ଜିତି ବ୍ଯାଟିଂ ନିଷ୍ପତ୍ତି ନେଇଥିଲା। ହେନରିକ କ୍ଲାସେନ, ଟ୍ରାଭିସ ହେଡଙ୍କ ଲଢ଼ୁଆ ବ୍ଯାଟିଂ ବଳରେ ଦଳ ନିର୍ଦ୍ଧାରିତ  ୨୦ ଓଭରରେ ୩ ୱିକେଟ ହରାଇ ୨୭୮ ରନ୍ କରିଛନ୍ତି। କେକେଆର୍‌ ୨୭୯ ରନ୍ କରି ମ୍ଯାଚ୍ ଜିତିବା ସହ ସମ୍ମାନ ରକ୍ଷା କରିବାକୁ ଚେଷ୍ଟା କରିବ। ହାଇଦ୍ରାବାଦ ପକ୍ଷରୁ ହେନ୍‌ରିକ କ୍ଲାସେ ୩୯ ବଲ୍‌ରେ  ସର୍ବାଧିକ ୧୦୫ ରନ୍ କରିଛନ୍ତି। ଏଥିରେ ୭ ଚୌକା ଓ ୯ଟି ଛକ୍କା ମାରିଛନ୍ତି। କ୍ଲାସେନଙ୍କ ପରେ ଟ୍ରାଭିସ୍ ହେଡ୍‌ ୪୦ ବଲ୍‌ରେ ୭୬ ରନର ଇନିଂସ ଖେଳିଛନ୍ତି। ସେ ୬ ଚୌକା ଓ ୬ ଛକ୍କା ମାରିଛନ୍ତି। ତାଙ୍କ ପଛକୁ ଅଭିଷେକ ଶର୍ମା ୨୬ ବଲ୍‌ରେ ୩୨ ରନ୍, ଇଶାନ କିଶନ ୨୦ ବଲ୍‌ରେ ୨୯ ରନ୍ କରିଛନ୍ତି। ସେହିପରି ଅନିକେତ ବର୍ମା ମାତ୍ର ୧୨ ରନ୍ କରି ଆଉଟ୍ ହୋଇଛନ୍ତି। କୋଲକାତା ନାଇଟରାଇଡର୍ସ ପକ୍ଷରୁ ବୈଭବ ଅରୋରା ଗୋଟିଏ ୱିକେଟ୍ ନେଇଥିବା ବେଳେ ସୁନୀଲ ନାରିନ ୨ ଟି ୱିକେଟ୍ ନେଇଥିଲେ।  

SRH vs KKR: ୩୭ ବଲ୍‌ରେ କ୍ଲାସେନଙ୍କ ବିସ୍ଫୋରକ ଶତକୀୟ ଇନିଂସ୍,କେକେଆର୍‌କୁ ୧୭୯ ରନ୍‌ ଟାର୍ଗେଟ୍

ନୂଆଦିଲ୍ଲୀ: ଆଇପିଏଲ୍‌ ୨୦୨୫ର ୬୮ତମ ଲିଗ୍ ମ୍ୟାଚ୍ ଆଜି ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଉଛି। ଉଭୟ ଦଳ ପ୍ଲେଅଫ୍ ଦୌଡ଼ରୁ ବାହାର ହୋଇସାରିଛନ୍ତି। କିନ୍ତୁ ଶେଷ ମ୍ୟାଚ୍‌ ହିଜୟ ଲକ୍ଷରେ ସଂଘର୍ଷ ଜାରି ରହିଛି।

ଆଜିର ମ୍ଯାଚ୍‌ରେ ହାଇଦ୍ରାବାଦ ପ୍ରଥମେ ଟସ୍ ଜିତି ବ୍ଯାଟିଂ ନିଷ୍ପତ୍ତି ନେଇଥିଲା। ହେନରିକ କ୍ଲାସେନ, ଟ୍ରାଭିସ ହେଡଙ୍କ ଲଢ଼ୁଆ ବ୍ଯାଟିଂ ବଳରେ ଦଳ ନିର୍ଦ୍ଧାରିତ  ୨୦ ଓଭରରେ ୩ ୱିକେଟ ହରାଇ ୨୭୮ ରନ୍ କରିଛନ୍ତି। କେକେଆର୍‌ ୨୭୯ ରନ୍ କରି ମ୍ଯାଚ୍ ଜିତିବା ସହ ସମ୍ମାନ ରକ୍ଷା କରିବାକୁ ଚେଷ୍ଟା କରିବ। 

ହାଇଦ୍ରାବାଦ ପକ୍ଷରୁ ହେନ୍‌ରିକ କ୍ଲାସେ ୩୯ ବଲ୍‌ରେ  ସର୍ବାଧିକ ୧୦୫ ରନ୍ କରିଛନ୍ତି। ଏଥିରେ ୭ ଚୌକା ଓ ୯ଟି ଛକ୍କା ମାରିଛନ୍ତି। କ୍ଲାସେନଙ୍କ ପରେ ଟ୍ରାଭିସ୍ ହେଡ୍‌ ୪୦ ବଲ୍‌ରେ ୭୬ ରନର ଇନିଂସ ଖେଳିଛନ୍ତି। ସେ ୬ ଚୌକା ଓ ୬ ଛକ୍କା ମାରିଛନ୍ତି। ତାଙ୍କ ପଛକୁ ଅଭିଷେକ ଶର୍ମା ୨୬ ବଲ୍‌ରେ ୩୨ ରନ୍, ଇଶାନ କିଶନ ୨୦ ବଲ୍‌ରେ ୨୯ ରନ୍ କରିଛନ୍ତି। ସେହିପରି ଅନିକେତ ବର୍ମା ମାତ୍ର ୧୨ ରନ୍ କରି ଆଉଟ୍ ହୋଇଛନ୍ତି। 

କୋଲକାତା ନାଇଟରାଇଡର୍ସ ପକ୍ଷରୁ ବୈଭବ ଅରୋରା ଗୋଟିଏ ୱିକେଟ୍ ନେଇଥିବା ବେଳେ ସୁନୀଲ ନାରିନ ୨ ଟି ୱିକେଟ୍ ନେଇଥିଲେ।