BJP Leadership Guidance in Puri: ବିଜେପି ନେତାଙ୍କୁ ନଡ୍ଡାଙ୍କ ଗୁରୁମନ୍ତ୍ର: ଅହଂକାର ଛାଡ଼, ଗ୍ରୁପିଜିମ୍ କି ଚାପଲୁସି କରନି
ପୁରୀରେ ବିଜେପି ପ୍ରଶିକ୍ଷଣ ଶିବିରରେ ବିଧାୟକ, ସାଂସଦ ଏବଂ ମନ୍ତ୍ରୀଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଗୁରୁମନ୍ତ୍ର। ବ୍ୟକ୍ତିତ୍ୱକୁ ସୁଧାରି ଗ୍ରାଉଣ୍ଡରେ ରହିବାକୁ ପରାମର୍ଶ। ଗ୍ରୁପଜିମ୍ କି ଚାପୁଲିସି ନକରି ଏକ୍ ହୋଇ ରହିବାକୁ ପଢ଼ାଇଲେ ପାଠ।