Black Box Of Human Brain: ମାନବ ମସ୍ତିଷ୍କରେ ଥିବା ବ୍ଲାକ ବକ୍ସର କାମ କ’ଣ ? ରହସ୍ୟ ଭେଦ କଲେ ବୈଜ୍ଞାନିକ

ଆମର ମସ୍ତିଷ୍କ ଏକ ମେମୋରୀ ଚିପ୍ ପରି, ଯେଉଁଥିରେ ଅନଲିମିଟେଡ ଡାଟା ସେଭ ହୋଇପାରିବ । ଏ ସବୁରେ ସାହାଯ୍ୟ କରେ ମସ୍ତିଷ୍କର ବ୍ଲାକ ବକ୍ସ । ଏଇଥି ପାଇଁ ଜୀବନଯାକର ସୁଖଦୁଃଖର ସ୍ମୃତିକୁ ସାଇତି ରଖିବାରେ ସକ୍ଷମ ମଣିଷର ମସ୍ତିଷ୍କ ।

Black Box Of Human Brain: ମାନବ ମସ୍ତିଷ୍କରେ ଥିବା ବ୍ଲାକ ବକ୍ସର କାମ କ’ଣ ? ରହସ୍ୟ ଭେଦ କଲେ ବୈଜ୍ଞାନିକ
Array