Black Box Revealation: ବ୍ଲାକ ବକ୍ସ ଖୋଲିବ ଦୁର୍ଘଟଣାର କାରଣ, DNA ଟେଷ୍ଟରୁ ମିଳିଲାଣି ୧୨୦ ଯାତ୍ରୀଙ୍କ ପରିଚୟ

ବ୍ଲାକବକ୍ସ ଖୋଲିବ ଅହମ୍ମଦାବାଦ ବିମାନ ଦୁର୍ଘଟଣାର କାରଣ। ବିମାନର ଦ୍ବିତୀୟ ବ୍ଲାକ ବକ୍ସ ମିଳିଥିବା ବେଳେ ସେଥିରେ ରହିଛି କକପିଟ୍ ଭଏସ୍ ରେକର୍ଡ। ଏହାକୁ ଡିକୋଡ୍ କରାଯାଉଛି। ସେପଟେ DNA ଟେଷ୍ଟରେ ଏଯାଏ ୧୨୦ ମୃତଦେହ ଚିହ୍ନଟ ହୋଇସାରିଛି।

Black Box Revealation: ବ୍ଲାକ ବକ୍ସ ଖୋଲିବ ଦୁର୍ଘଟଣାର କାରଣ, DNA ଟେଷ୍ଟରୁ ମିଳିଲାଣି ୧୨୦ ଯାତ୍ରୀଙ୍କ ପରିଚୟ
Array