Maoist Encounter in Jharkhand: ବଡ଼ ଏନକାଉଣ୍ଟର; ଟଳିଲେ ୮ ନକ୍ସଲ

ଲଲ୍ ପାନିଆ ଅଞ୍ଚଳ ଲୁଗୁ ପାହାଡରେ ନକ୍ସଲ ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲେ। ପରେ ପୋଲିସ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲେ। ଏହି ସମୟରେ ଲଲ୍ ପାନିଆ ଅଞ୍ଚଳ ଲୁଗୁ ପାହାଡରେ ମାଓବାଦୀ-ଯବାନ ମୁହାଁମୁହିଁ ହୋଇଥିଲେ।

Maoist Encounter in Jharkhand: ବଡ଼ ଏନକାଉଣ୍ଟର; ଟଳିଲେ ୮ ନକ୍ସଲ
Array